ଲାପାରୋସ୍କୋପି ସର୍ଜରି କ’ଣ? । Dr Ramya Ranjan Behera on Laparoscopic Surgery in Odia

Dr Ramya Ranjan Behera2 August 20215:218.9K views

About this video

ଲାପାରୋସ୍କୋପି ସର୍ଜରି କ’ଣ? କେଉଁ କେଉଁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡ଼େ? ଏନେଇ ବିଶିଷ୍ଟ ଲାପାରୋସ୍କୋପି ଏବଂ ବାଇଆଟ୍ରିକ୍‌ ସର୍ଜନ ଡାକ୍ତର ରମ୍ୟା ରଞ୍ଜନ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଲାପାରୋସ୍କୋପି ସର୍ଜରି କ’ଣ? କେଉଁ କେଉଁ କ୍ଷେତ୍ରରେ ଆବଶ୍ୟକ ହୁଏ? କେଉଁ କେଉଁ ଅପରେସନ୍ କରାଯାଏ? ଓପନ୍ ସର୍ଜରି ଓ ଲାପାରୋସ୍କୋପି ସର୍ଜରି ମଧ୍ୟରେ ଫରକ ଲାପାରୋସ୍କୋପି ସର୍ଜରିର ଫାଇଦା What is Laparoscopy Surgery? In what cases the surgery needed? Let's find out more from Dr Ramya Ranjan Behera, a laparoscopic & bariatric surgeon. What is laparoscopic surgery? In what cases is it necessary? What operations are performed? Difference between open surgery and laparoscopic surgery Benefits of laparoscopic surgery