ଘୁଙ୍ଗୁଡ଼ିକୁ ରୋକିବେ କିପରି? | How to prevent Snoring? | Dr Damodar Bindhani
About this video
ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଘୁଙ୍ଗୁଡ଼ି ମାରନ୍ତି। ହେଲେ କେତେକ ସମୟରେ ଘୁଙ୍ଗୁଡ଼ି ଯୋଗୁଁ ନିଦରେ ବ୍ୟାଘାତ ସୃଷ୍ଟି ହୁଏ ଏବଂ ନିଦ ସଠିକ ଭାବେ ପୂରା ହୋଇପାରେ ନାହିଁ। ଘୁଙ୍ଗୁଡ଼ିକୁ ରୋକିବେ କିପରି? ଏହି ସମସ୍ୟାରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା। ଘୁଙ୍ଗୁଡ଼ିକୁ ରୋକିବେ କିପରି? Snoring is the sound produced during sleep when airflow through the throat is partially obstructed. It occurs when the tissues in the throat vibrate due to the passage of air. This can happen due to several factors, including nasal congestion, enlarged tonsils or adenoids, obesity, or relaxed throat muscles. How to stop Snoring? Let’s learn more from Dr Damodar Bindhani, a Pulmonologist & Sleep Specialist. How to prevent Snoring? in Odia