ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଥିଲେ କରନ୍ତୁ ଏହି ଫିଜିଓଥେରାପି | Dr Sibani Sankar Tripathy on Osteoarthrirties
About this video
ବର୍ତ୍ତମାନ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଏକ ସାଧାରଣ ସମସ୍ୟା। ତେବେ ଅଷ୍ଟିଓଆର୍ଥ୍ରାଇଟିସ୍, ଅଷ୍ଟିଓପୋରସିସ୍ ରୋଗୀ କେଉଁ ଭଳି ଫିଜିଓଥେରାପି କରିବେ। ସେନେଇ କହିଛନ୍ତି ଫିଜିଓଥେରାପିଷ୍ଟ ଡାକ୍ତର ଶୀବାନି ଶଙ୍କର ତ୍ରିପାଠୀ। Knee problems are a common problem now. So what kind of physiotherapy do patients need with osteoarthritis and osteoporosis? Let's know what Dr Sibani Sankar Tripathy, a physiotherapist has to say.