ବେକ ବିନ୍ଧାରୁ ଉପଶମ ପାଇଁ ଫିଜିଓଥେରାପି | Physical Therapy for Neck Pain Relief in Odia |Rashmita Pandab

Rashmita Pandab16 December 20217:2653K views

About this video

ବର୍ତ୍ତମାନ ସମୟରେ ବେକ ବିନ୍ଧା ହେବାର ମୁଖ୍ୟ କାରଣ ହେଉଛି ଭୁଲ ଶୈଳୀରେ ଘଣ୍ଟା ଘଣ୍ଟା ମୋବାଇଲ ଦେଖିବା କିମ୍ବା କମ୍ପ୍ୟୁଟର ଆଗରେ ବସି ରହି କାମ କରିବା। ତେବେ ଅସହ୍ୟ ବେକ ବିନ୍ଧାରୁ ମୁକ୍ତି ପାଇଁ କେତୋଟି ଫିଜିଓଥେରାପି ଏକ୍ସରସାଇଜ୍‌ ବିଷୟରେ ଆଜି ଆମେ ଜାଣିବା। ଏନେଇ ବିଶିଷ୍ଟ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ବେକ ଯନ୍ତ୍ରଣା ପାଇଁ କରନ୍ତୁ ଏହି ଏକ୍ସରସାଇଜ୍‌ କେଉଁମାନେ କରିବେ ନାହିଁ? Neck pain is a common complaint. Sitting in a wrong posture for hours or using mobile phones for a long time, also causes cervical pain. So let's know more about some physiotherapy exercises to get relief from unbearable neck pain from Physiotherapist Rashmita Pandab. Exercise for neck pain relief Who can not do exercise?