ଆପେଣ୍ଡିସାଇଟିସ୍ କାହିଁକି ହୁଏ? | Dr Sushant Kumar Sethi on Appendicitis| Causes, Symptoms, Treatment

Dr Sushant Kumar Sethi15 November 20208:0770K views

About this video

ଆପେଣ୍ଡିକ୍ସ ଆମ ଶରୀରର ଏକ ଅଦରକାରୀ ଅଙ୍ଗ, ଯାହା ଅନ୍ତନଳୀରେ ଅବସ୍ଥିତ। ଶରୀରରେ ଏହାର କୌଣସି କାର୍ଯ୍ୟ ନାହିଁ କହିଲେ ଚଳେ। ଯଦି ଆପେଣ୍ଡିକ୍ସରେ କୌଣସି ପ୍ରବାହ ଘଟି ସଂକ୍ରମଣ ହୁଏ, ତେବେ ତାହାକୁ ଆପେଣ୍ଡିସାଇଟିସ୍ ବୋଲି କୁହାଯାଏ। ତେବେ ଆାପେଣ୍ଡିସାଇଟିସ୍ ହେବାର ଲକ୍ଷଣ କ’ଣ? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ପେଟରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।