ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା -କାରଣ ଓ ଚିକିତ୍ସା |Dr Basanta Kumar Behera on Knee & Joint Pain

Dr Basanta Kumar Behera30 December 20208:0512K views

About this video

ବୟସ୍କ ବ୍ୟକ୍ତିଙ୍କଠାରେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ସେମଧ୍ୟରୁ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା ଏକ ଜଟିଳ ସମସ୍ୟା। ତେଣୁ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ନେଇ ଅନେକ ଲୋକେ ଚିନ୍ତିତ ଥା’ନ୍ତି। ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରାଙ୍କଠାରୁ ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ତା’ର ଚିକିତ୍ସା ବିଷୟରେ ଜାଣିବା।