Skip to main content

ହାୟାଟସ୍ ହାର୍ଣ୍ଣିଆ କ’ଣ? | Hiatus Hernia in Odia | Symptoms & Treatment | Dr Ramya Ranjan Behera

Dr Ramya Ranjan Behera20 June 20264:56395 views

About this video

ଶରୀରର କୌଣସି ଅଙ୍ଗ ଯେପରିକି ଅନ୍ତନଳୀ, ପେଟର ମାଂସପେଶୀର ଏକ ଦୁର୍ବଳ ସ୍ଥାନ ଦେଇ ବାହାରକୁ ବାହାରି ଆସିଲେ ତାହାକୁ ହାର୍ଣ୍ଣିଆ କୁହାଯାଏ। ଏହାର ବିଭିନ୍ନ ପ୍ରକାର ରହିଛି। ହାୟାଟସ୍ ହାର୍ଣ୍ଣିଆ ଏଥି ମଧ୍ୟରୁ ବିରଳ। ହାୟାଟସ୍ ହାର୍ଣ୍ଣିଆ କ’ଣ? ହାୟାଟସ୍ ହାର୍ଣ୍ଣିଆର ଲକ୍ଷଣ କ’ଣ? ଏନେଇ ଜେନେରାଲ ସର୍ଜନ ରମ୍ୟ ରଞ୍ଜନ ବେହେରାଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।