ମହିଳାଙ୍କ ପିରିୟଡ୍ସ ସମ୍ପୂର୍ଣ୍ଣ ବନ୍ଦ ହେବା ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ | Menopause | Dr Harpreet Kaur
About this video
ମେନୋପଜ୍ ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପର୍ଯ୍ୟାୟ। ଯାହା ମାସିକ ଋତୁଚକ୍ରର ସମାପ୍ତିକୁ ସୂଚିତ କରେ। ସାଧାରଣତଃ ୪୫ ରୁ ୫୫ ବର୍ଷ ମଧ୍ୟରେ ମହିଳାଙ୍କ ପିରିୟଡ୍ସ ସମ୍ପୂର୍ଣ୍ଣ ବନ୍ଦ ହୋଇଥାଏ। ତେବେ ମାସିକ ଋତୁସ୍ରାବ ବନ୍ଦ ହେବା ପୂର୍ବରୁ କେମିତି ଜାଣିବେ? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍ପ୍ରିତ୍ କୌରଙ୍କଠାରୁ ଏନେଇ ଅଧିକ ଜାଣିବା। ମହିଳାଙ୍କ ପିରିୟଡ୍ସ ସମ୍ପୂର୍ଣ୍ଣ ବନ୍ଦ ହେବା ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ Menopause is a natural phase in a woman's life that marks the end of her menstrual cycles. It usually occurs between the ages of 45 and 55 and is associated with hormonal changes that can affect physical and emotional well-being. What are the symptoms of Menopause? Let's learn more from Dr Harpreet Kaur, an Obstetrician & Gynaecologist. What are the symptoms of Menopause? in Odia