Skip to main content

ଖାଇବା ପରେ ପେଟ ଫୁଲି ଯାଉଛି କି? ଜାଣନ୍ତୁ କ’ଣ ହୋଇପାରେ କାରଣ | What causes Bloating? |Dr Manas Kumar Behera

Dr Manas Kumar Behera9 August 20262:5726K views

About this video

ଖାଇସାରିବା ପରେ ଅଧିକାଂଶ ଲୋକଙ୍କ ପେଟ ଫୁଲିଯାଏ ବା ପେଟ ଟାଇଟ୍‌ ଲାଗେ ଏବଂ ଅସହଜ ମନେ ହୁଏ। ବେଳେବେଳେ ପେଟ ବାମ୍ଫେଇ ହେବା ସହ ଝାଡ଼ା ଲାଗିବା ଭଳି ଅନୁଭବ ହୁଏ। ତେବେ କେଉଁ କାରଣରୁ ଏହି ସମସ୍ୟା ଦେଖାଦିଏ? ଆସନ୍ତୁ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଏନେଇ ଅଧିକ ଜାଣିବା। ଖାଇବା ପରେ ପେଟ ଫୁଲି ଯାଉଛି କି? ଜାଣନ୍ତୁ କ’ଣ ହୋଇପାରେ କାରଣ Bloating is a feeling of fullness, tightness, or swelling in the abdomen that can cause discomfort and affect daily activities. It may occur occasionally or persist for longer periods and can sometimes indicate an underlying digestive issue. Let’s learn more about Bloating from Dr Manas Kumar Behera, a Gastroenterologist. What causes Bloating? in Odia