ପେଟରେ ଅଲସର୍ କାହିଁକି ହୁଏ? | Dr Sushant Kumar Sethi on Stomach Ulcer in Odia | Symptoms & Treatment

Dr Sushant Kumar Sethi23 January 202111:53134K views

About this video

ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା‘ ହେବାକୁ ଅଲସର ବୋଲି କୁହାଯାଏ। ଠିକ୍ ସମୟରେ ଅଲସରର ଚିକିତ୍ସା କରାନଗଲେ, ଏହାର କ୍ୟାନସର ସୃଷ୍ଟି କରିପାରେ। ତେଣୁ ଶରୀରରେ ଅଲସରର ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଅଲସରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।