ଷ୍ଟ୍ରୋକ୍‌ ପରେ ସ୍ପିଚ୍‌ ଥେରାପି: କାହିଁକି ଦରକାର? | Post Stroke Speech Therapy in Odia | Jayasankar Panda

Jayasankar Panda26 October 20235:421.1K views

About this video

ଷ୍ଟ୍ରୋକ୍‌ ପରେ ବ୍ୟକ୍ତି ପାରାଲିସିସ୍‌ ତ ହୋଇପଡ଼େ, କିନ୍ତୁ ତା’ ସହିତ ପୁର୍ବ ଭଳି କାର୍ଯ୍ୟ କରିବାରେ ସମସ୍ୟା, କଥାବାର୍ତ୍ତା କରିବାରେ ସମସ୍ୟା, କୌଣସି ଜିନିଷ ମନେ ପକେଇବାରେ ସମସ୍ୟା ଉପୁଜିଥାଏ। ତେଣୁ ଷ୍ଟ୍ରୋକ୍‌ ପରେ ବ୍ୟକ୍ତିଙ୍କୁ ପୂର୍ବ ଭଳି ଭାଷାର ଆଦାନ ପ୍ରଦାନ କରିବା ପାଇଁ ସ୍ପିଚ୍‌ ଥେରାପିର ଗୁରୁତ୍ୱ ବେଶ୍‌ ଅଧିକ। ଆସନ୍ତୁ ସ୍ପିଚ୍ ଲାଙ୍ଗୁଏଜ୍ ପାଥୋଲୋଜିଷ୍ଟ ଜୟଶଙ୍କର ପଣ୍ଡାଙ୍କଠାରୁ ଅଧିକ ଜାଣିବା।