ଅଧିକ ସମୟ ଚେୟାରରେ ବସୁଛନ୍ତି କି? | Dr Sibani Sankar Tripathy on Ergonomics in Odia

Dr Sibani Sankar Tripathy10 September 20216:1115K views

About this video

ଅଧିକ ସମୟ ଚେୟାରରେ ବସିବା ଯୋଗୁଁ ଅଣ୍ଟା ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା ତଥା ବିଭିନ୍ନ ପ୍ରକାର ସମସ୍ୟା ହୋଇଥାଏ। ତେବେ ଏଥିରୁ ଉପଶମ ପାଇବା ପାଇଁ କ’ଣ କରିବେ? ଏନେଇ ବିଶିଷ୍ଟ ଫିଜିଓଥେରାପିଷ୍ଟ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Sitting in a chair for too long can lead to back pain, knee pain, and a variety of other problems. So what do you do for getting relief from all these? Let’s find out from Dr Sibani Sankar Tripathy, a Physiotherapist.