ମୋବାଇଲ୍ ନିଶା: କେମିତି କରିବେ ଦୂର? | Behavioral Addiction: How to Overcome? in Odia | Dr Sambeet Patra
About this video
ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ହେଲେ, କେବଳ ମଦ, ତମ୍ବାଖୁ ନିଶା ନୁହେଁ ବର୍ତ୍ତମାନ ସମୟରେ ଇଣ୍ଟରନେଟ୍, ମୋବାଇଲ ବି ଏକ ପ୍ରକାର ନିଶା ହୋଇଗଲାଣି। ଯାହା, ଆମର ମାନସିକ, ଶାରୀରିକ ଏବଂ ସାମାଜିକ ଜୀବନରେ ପ୍ରଭାବ ପକାଇଥାଏ। ଆସନ୍ତୁ, ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ପାତ୍ରଙ୍କଠାରୁ ଅଧିକ ଜାଣିବା।