ମଳକଣ୍ଟକ – କ’ଣ ଏହାର ଚିକିତ୍ସା? | Dr Biswajit Mohapatra on Anal fissure in Odia | Causes & Symptoms

Dr Biswajit Mohapatra6 December 20214:25660K views

About this video

ବର୍ତ୍ତମାନର ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହେଉଛି ଅର୍ଶ ଓ ମଳକଣ୍ଟକ ଭଳି ମଳଦ୍ୱାର ଜନିତ ରୋଗର ମୂଳ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ମଳକଣ୍ଟକ ଭଳି ସମସ୍ୟା ଦେଖାଦେଉଛି। ତେବେ ମଳକଣ୍ଟକ କାହିଁକି ହୁଏ ଓ ଏହି ସମସ୍ୟାର ଚିକିତ୍ସା କେମିତି ହୁଏ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା। Today's lifestyle and unhealthy eating habits are the root causes of Hemorrhoids and Anal fissures. Nowadays, most people have problems with fissures. So why do you have an anal fissure and how to treat this disease? Let's find out more from Dr Biswajit Mohapatra, a Laparoscopic Surgeon.