କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସିଥିଲେ କ’ଣ କରିବେ? | Dr Sanghamitra Pati on COVID-19 & Vaccination

Dr Sanghamitra Pati28 April 20213:27133K views

About this video

କରୋନା ଦ୍ବିତୀୟ ଲହରୀରେ କେମିତି ନିଜକୁ ସୁରକ୍ଷିତ ରଖିବା? କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସିଥିଲେ କ’ଣ କରିବେ? ଯେପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ, କ’ଣ କରିବେ? ଟିକା ନେବା ପରେ ବି କୋଭିଡ୍ ନିୟମ ପାଳିବା କି? କୋଭିଡରୁ ସୁସ୍ଥ ହେବା ପରେ ଟିକା କେବେ ନେବେ? ଭୁବନେଶ୍ବର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କଠାରୁ ଆସନ୍ତୁ ଏ ବିଷୟରେ ଜାଣିବା। How to protect yourself from second Wave of COVID19? What to do upon contact with a COVID+ve individual? What to do while waiting for COVID Test Report? Do I need to follow COVID guidelines post Vaccination? When to get Vaccinated after recovering from COVID19? Let's find out from Dr. Sanghamitra Pati, Director, Bhubaneswar Regional Medical Research Centre (RMRC).