ଶୀତଦିନେ ଶୁଷ୍କ ତ୍ୱଚାର ଯତ୍ନ କିପରି ନେବେ? | Winter Skin Care in Odia | Dr Prateek Maharana

Dr Prateek Maharana26 December 20237:1150K views

About this video

ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ଆମ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବା ଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା ପାଇଁ ଅନେକ ଚିନ୍ତିତ ହୋଇପଡ଼ନ୍ତି। ତେବେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇବେ? ତ୍ୱଚାର ଯତ୍ନ ପାଇଁ କ’ଣ ସବୁ ଘରୋଇ ଉପଚାର ଆପଣାଇବେ? ଆସନ୍ତୁ ଚର୍ମ ରୋଗବିଶେଷଜ୍ଞ ଡାକ୍ତର ପ୍ରତିକ ମହାରଣାକ’ଣ କହୁଛନ୍ତି, ତାଙ୍କଠାରୁ ଜାଣିବା।