ଏଡ୍‌ସ ସଂକ୍ରମଣ - କେମିତି ରୋକିବା? | Dr Srikant Kumar Dhar on HIV/AIDS in Odia | Causes & Prevention

Dr Srikant Kumar Dhar1 December 202010:26289K views

About this video

ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଉଛି। ଏଡସ ରୋଗର ଭୟାବହତା ବିଷୟରେ ଲୋକଙ୍କୁ ଜଣାଇବା ଏବଂ ଏହାକୁ କିପରି ରୋକିପାରିବା, ଏହା ହେଉଛି ବିଶ୍ୱ ଏଡସ ଦିବସ ମୂଳ ଉଦ୍ଦେଶ୍ୟ। ତେବେ ଏଡ୍‌ସ ରୋଗ କାହିଁକି ହୁଏ? ଏହାର ସଂକ୍ରମଣକୁ କେମିତି ରୋକି ପାରିବା, ସେନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଆସନ୍ତୁ ଜାଣିବା।