Skip to main content

ପିଲା ବିଛଣାରେ ପରିସ୍ରା କରୁଛି କି? | Child Bedwetting in Odia | Dr Satya Ranjan Mallick

Dr Satya Ranjan Mallick17 December 20224:1120K views

About this video

ଛୋଟ ବେଳେ ବିଛଣାରେ ପରିସ୍ରା କରିବା ଏକ ସାଧାରଣ କଥା। କିନ୍ତୁ ଅନେକ ପିଲା ବଡ଼ ହୋଇଗଲା ପରେ ମଧ୍ୟ ବିଛଣାରେ ପରିସ୍ରା କରିବା ଅଭ୍ୟାସ ଛାଡ଼ି ନଥାଆନ୍ତି। ତେବେ ପିଲା ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ କେମିତି ରୋକିବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ମଲ୍ଲିକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।