ଡେଙ୍ଗୁ ଦାଉରୁ କିପରି ପାଇବେ ରକ୍ଷା? । Dr Srikant Kumar Dhar on Dengue in Odia |Complications & Treatment
About this video
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। କେମିତି ସଂକ୍ରମଣ କରେ ଡେଙ୍ଗୁ ଭାଇରସ୍? ଏହାର ଜଟିଳତା ସବୁ କ’ଣ କ’ଣ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।