ଡାଏବେଟିସ୍: କେମିତି କରିବେ କଣ୍ଟ୍ରୋଲ? | Managing Diabetes in Odia | Dr Sambit Das
About this video
ଡାଏବେଟିସ୍ ବା ମଧୁମେହ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ମଧ୍ୟ ହୋଇପାରେ। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଡାଏବେଟିସର କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଜାଣିବା।