ମେନୋପଜ୍ ପରେ ସ୍ୱାସ୍ଥ୍ୟ ସମସ୍ୟା । Dr Indira Palo on Menopause in Odia | Causes & Symptoms
About this video
ଋତୁସ୍ରାବ ବନ୍ଦ ହେବାକୁ ମନୋପଜ୍ ବୋଲି କହିଥାଉ। ଏହା ଏପରି ଏକ ସମୟ, ଯେତେବେଳେ କି ମହିଳାମାନଙ୍କ ମାସିକ ଋତୁସ୍ରାବ ଚକ୍ର ଶେଷ ହୋଇଆସେ। କିନ୍ତୁ ଏହି ସମୟରେ ଶରୀରରେ ହରମୋନ୍ରେ ପରିବର୍ତ୍ତନ ଆସେ। ଫଳରେ ମହିଳାମାନେ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ମେନୋପଜ୍ ସମୟରେ ମହିଳାମାନେ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି? ଏହି ସମୟରେ ସେମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଇନ୍ଦିରା ପାଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।