Skip to main content

ଗର୍ଭବତୀ ମହିଳା ବି ନେଇପାରିବେ କୋଭିଡ୍‌ ଟିକା। Can Pregnant Women take COVID Vaccine? | Dr Sunil Kota

Dr Sunil Kumar Kota18 May 20214:361.4K views

About this video

ଅଧିକାଂଶ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ଯେ, ଗର୍ଭାବସ୍ଥା ସମୟରେ ଟିକା ନେବେ ନା ନାହିଁ? ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେବେ ନା ନାହିଁ? ଏସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା।