ଗର୍ଭବତୀ ମହିଳା ବି ନେଇପାରିବେ କୋଭିଡ୍ ଟିକା। Can Pregnant Women take COVID Vaccine? | Dr Sunil Kota
About this video
ଅଧିକାଂଶ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ଯେ, ଗର୍ଭାବସ୍ଥା ସମୟରେ ଟିକା ନେବେ ନା ନାହିଁ? ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେବେ ନା ନାହିଁ? ଏସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା।