ଗର୍ଭନିରୋଧକ: କେଉଁଟି ବାଛିବେ? | How to Have Safe Sex with Contraception? | Dr Priyadarshini Tripathy
About this video
ଗର୍ଭନିରୋଧକ ପଦ୍ଧତି କେବଳ ଗର୍ଭଧାରଣ ନୁହେଁ ଯୌନ ସଞ୍ଚାରିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କଠାରୁ ଗର୍ଭନିରୋଧକ ଉପାୟ ବ୍ୟବହାରର ସଠିକ ବୟସ, କେଉଁ ଗର୍ଭନିରୋଧକ ଆପଣଙ୍କ ପାଇଁ ଭଲ ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ଅଧିକ ଜାଣିବା।