ଗର୍ଭଧାରଣ ପ୍ଲାନ୍ କରିବା କାହିଁକି ଜରୁରୀ? | How to Prepare for Pregnancy? in Odia | Dr Shibani Devi
About this video
ଗର୍ଭଧାରଣ ସବୁବେଳେ ପ୍ଲାନ୍ ହେବା ଜରୁରୀ। ଏହା ଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।