Skip to main content

କୋଭିଡ୍‌ ଦ୍ୱିତୀୟ ଲହରୀ – ପଜିଟିଭ୍‌ ଥିଲେ କ’ଣ କରିବେ? | Dr Niroj Mishra Advice for COVID Patients, in Odia

Dr Niroj Kumar Mishra26 April 20218:58165K views

About this video

କୋଭିଡ୍‌ ଦ୍ୱିତୀୟ ଲହରୀର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ। ତେବେ କୋଭିଡ୍‌ର ନୂଆ ଲକ୍ଷଣ କ’ଣ? ଏହା କେଉଁ ବୟସର ବ୍ୟକ୍ତିଙ୍କୁ ଅଧିକ ପ୍ରଭାବିତ କରୁଛି। ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣନ୍ତୁ।