Skip to main content

ଛୋଟ ପିଲାଙ୍କଠାରେ ମୋଟାପଣ କାହିଁକି ବଢୁଛି? | Child Obesity: How to Prevent? in Odia | Dr Kanhu Panda

Dr Kanhu Panda25 June 20265:32434 views

About this video

ଛୋଟପିଲାଙ୍କଠାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମୋଟାପଣ। ଖରାପ ଖାଦ୍ୟାଭ୍ୟାସ ଏବଂ ଶାରୀରିକ ଖେଳକୁଦର ଅଭାବ ଯୋଗୁଁ ପିଲାଙ୍କଠାରେ ମେଦ ବହୁଳତା ଦେଖାଦେଉଛି। ପିଲାଙ୍କଠାରେ ମୋଟାପଣ ରୋକିବେ କିପରି? ଆସନ୍ତୁ, ଏବିଷୟରେ ଅଧିକ ଜାଣିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡାଙ୍କଠାରୁ।