ମେନୋପଜ୍‌ କ’ଣ? । Dr Jaya Prakash Pani on Menopause in Odia | Causes & Symptoms

Dr Jaya Prakash Pani8 July 20218:036.0K views

About this video

ମେନୋପଜ୍‌ କ’ଣ? କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍‌ସ ବନ୍ଦ ହୋଇଥାଏ? ପିରିୟଡ୍‌ସ ବନ୍ଦ ହେବା ପରେ କ’ଣ କ’ଣ ସ୍ୱାସ୍ଥ୍ୟ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।