ଉନ୍ମାଦ ଓ ବିଷାଦ ରୋଗ କ’ଣ? | Dr Neelmadhav Rath on Manic Depressive Psychosis (MDP) in Odia

Dr Neelmadhav Rath19 September 20219:1224K views

About this video

ସାମାଜିକ ଆଶାର ପୃଷ୍ଠଭୂମିରେ ମଣିଷର ବ୍ୟବହାରର ତାରତମ୍ୟତାକୁ ମାନସିକ ରୋଗ ବୋଲି କୁହାଯାଏ। ଆମ ମନ ଖୁସି ସମୟରେ ଖୁସି ଥାଏ ଏବଂ ଦୁଃଖ ସମୟରେ ଦୁଃଖୀ ହୋଇଥାଏ। ଅତ୍ୟଧିକ ଖୁସି ରହିବା କିମ୍ବା ଦୁଃଖ ସମୟରେ ଅତ୍ୟଧିକ ଭାଙ୍ଗିପଡ଼ିବା ଏକ ମାନସିକ ସମସ୍ୟା। ଯେପରିକି ଉନ୍ମାଦ ରୋଗୀ ବଡ଼ ପାଟିରେ କଥା ହେବା, ନିଜକୁ ରାଜା ବୋଲି ମନେ କରିବା ଭଳି ନିଜକୁ ମନେ କରିଥାଆନ୍ତି। ଏହି ଧରଣର ସମସ୍ୟାକୁ ଏମ୍‌ଡିପି ବା ଉନ୍ମାଦ ଓ ବିଷାଦ ରୋଗ ବୋଲି କୁହାଯାଏ। ତେବେ ଏଥିରେ କ’ଣ ସବୁ ସମସ୍ୟା ହୋଇଥାଏ? ଏହାର ଚିକିତ୍ସା କ’ଣ ରହିଛି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।