ନାକରୁ ରକ୍ତ ପଡ଼ିଲେ କ'ଣ କରିବେ? | Nosebleed (Epistaxis) in Odia | Dr Diptiman Baliarsingh

Dr Diptiman Baliarsingh1 May 202212:0360K views

About this video

ଛୁଆଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କର ନାକରୁ ରକ୍ତ ପଡିବା ସାଧାରଣ କଥା। ହେଲେ ଏଭଳି ସ୍ଥିତିରେ କ'ଣ କରିବା ଦରକାର। ଏ ବିଷୟରେ ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା ତଥା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଜାଣିବା। Nosebleeds are common in kids. Most nosebleeds in children are due to dry air, nose picking, and nasal allergies. How do you treat a nosebleed in a child? Let's know more from Dr Diptiman Baliarsingh, ENT Specialist.