କେଶ ଝଡ଼ିବା ସମସ୍ୟା: କାରଣ ଓ ଚିକିତ୍ସା | Hair Fall: How to Reduce? in Odia | Dr Dillip Kumar Behera

Dr Dillip Kumar Behera18 February 20259:3726K views

About this video

ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍‌ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। କେଶ ଝଡ଼ିବାର ଚିକିତ୍ସା କରିବା ପୂର୍ବରୁ ଏହାର କାରଣ ଜାଣିବାକୁ ପଡ଼ିବ। କେଶ କାହିଁକି ଝଡ଼ିଥାଏ? କେମିତି ନିଜ କେଶର ଯତ୍ନ ନେବେ? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରା କ'ଣ କହୁଛନ୍ତି, ଆସନ୍ତୁ ଜାଣିବା।