ଅଣ୍ଟା ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? । Dr Simanchala Mahapatra on Low Backache in Odia

Dr Simanchala Mahapatra26 June 202112:1913K views

About this video

ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ, ମୋଟାପଣ ଓ ଭାର ବହନ କାର୍ଯ୍ୟ ଯୋଗୁଁ ଅଣ୍ଟା ଉପରେ ଚାପ ପଡ଼ିଥାଏ। ଫଳରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ତେବେ ଏଥିରୁ କେମିତି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର କ’ଣ କହୁଛନ୍ତି, ଜାଣନ୍ତୁ।