ସ୍କୁଲ ଯିବା ପୂର୍ବରୁ ପିଲାକୁ କ’ଣ ଶିଖାଇବେ? | Importance Of Pre School Education in Odia | Sambit Nanda

Sambit Nanda7 October 202114:08289K views

About this video

ପିଲାମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ପ୍ଲେ ସ୍କୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ, କୋଭିଡ୍‌ ଯୋଗୁଁ ପିଲାମାନଙ୍କୁ ଅଧିକରୁ ଅଧିକ ସମୟ ଘରେ ରହିବାକୁ ପଡ଼ୁଛି, ଫଳରେ ପିଲା ହଠାତ୍‌ ବାହାରକୁ ବାହାରିଲେ ତାକୁ ଭୟ, ନିସଃଙ୍ଗତା, ଏକୁଟିଆ ଲାଗିଥାଏ। ତେଣୁ ସ୍କୁଲ ଯିବା ପୂର୍ବରୁ ପିଲାମାନଙ୍କୁ କେମିତି ପ୍ରସ୍ତୁତ କରିବେ, ଖେଳାଖେଳି ମାଧ୍ୟମରେ ସେମାନଙ୍କୁ ପାଠପଢ଼ା ତଥା ଲେଖାଲେଖି କିପରି ଶିଖାଇବେ? ସେନେଇ ବିଶିଷ୍ଟ ମନସ୍ତତ୍ଵବିତ୍‌ ସମ୍ବିତ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।