ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? । Summer Skincare Tips in Odia by Dr Satyartha Prakash
About this video
ଖରାଦିନେ ଅତ୍ୟଧିକ ତାପମାତ୍ରା ଓ ଗୁଳୁଗୁଳି ଯୋଗୁଁ ସନ୍ବର୍ଣ୍ଣ, ସନ୍ଟ୍ୟାନ୍, ଘିମିରି, ଚର୍ମରେ ନାଲି ନାଲି ଫଳିଯିବା, ଦେହରେ ଝାଳ ବାହାରିବା ଯୋଗୁଁ ଦୁର୍ଗନ୍ଧ ବାହାରିବା, ତ୍ୱଚା କୁଣ୍ଡାଇ ହୋଇ ଯାଦୁ କିମ୍ବା ଆଲର୍ଜି ଭଳି ସମସ୍ୟା ହେବାର ଆଶଙ୍କା ଥାଏ। ତେଣୁ, ଖାସ୍କରି ଖରାଦିନେ ତ୍ଵଚାର ଯତ୍ନ ନେବା ନିହାତି ଜରୁରୀ। ତେବେ ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ।