କୁକୁର କାମୁଡ଼ିଲେ କ’ଣ କରିବେ? | Dr Srikant Kumar Dhar on Dog bites in Odia | Symptoms & First Aid
About this video
କୁକୁର କାମୁଡ଼ିବା ଏକ ସାଧାରଣ କଥା। ହେଲେ ସମୟ ଥାଉ ଥାଉ ଏହାର ଚିକିତ୍ସା କରିବା ନିହାତି ଦରକାର। ନଚେତ ଏହା ଜୀବନ ପାଇଁ ବିପଦ ହୋଇପାରେ। ତେବେ କୁକୁର କାମୁଡ଼ିବା ମାତ୍ରେ କ’ଣ ପ୍ରାଥମିକ ଚିକିତ୍ସା କରିବେ? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।