ମା’ର କ୍ଷୀର ନ ହେଲେ କ’ଣ କରିବେ? | Dr Alakta Das on Post Pregnancy Care in Odia
About this video
ପ୍ରସବ ପରେ ସାଧାରଣତଃ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ସେସବୁ ସମସ୍ୟା କ’ଣ? ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କ ପରାମର୍ଶ ଜାଣନ୍ତୁ।