Skip to main content

ପ୍ରଦୂଷଣ ଯୋଗୁଁ କାଶ ହେଉଛି କି? | How Pollution affects your Lungs? in Odia |Dr Pragnyasri Priyadarshini

Dr Pragnyasri Priyadarshini5 May 20265:22149 views

About this video

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି। ଫଳରେ ଅଧିକାଂଶ ଲୋକଙ୍କର କାଶ, ଆସ୍ଥମା, ସିଓପିଡି ଭଳି ସମସ୍ୟା ଦେଖାଦେଉଛି। ହେଲେ ଏଥିରୁ ନିଜକୁ କିପରି ରକ୍ଷା କରିପାରିବା? ଆସନ୍ତୁ, ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀଙ୍କଠାରୁ ଏନେଇ ଅଧିକ ଜାଣିବା।