କାହିଁକି ବଢୁଛି ଆର୍ଥ୍ରାଇଟିସ୍ ରୋଗ? |Dr Pradeepta Sekhar Patro on Arthritis in Odia |Causes & Treatment

Dr Pradeepta Sekhar Patro12 October 202110:3811K views

About this video

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବର୍ତ୍ତମାନ ସମୟରେ ବଢ଼ିବାରେ ଲାଗିଛି। କେବଳ ବୟସ୍କ ନୁହଁନ୍ତି ସବୁ ବୟସର ବ୍ୟକ୍ତିଙ୍କୁ ଆର୍ଥ୍ରାଇଟିସ୍ ପ୍ରଭାବିତ କରୁଛି। ହେଲେ ଏହି ରୋଗକୁ ନେଇ ଆଜି ବି ଲୋକମାନଙ୍କ ମଧ୍ୟରେ ସଚେତନତା ନାହିଁ। ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ବା ପ୍ରତିବର୍ଷ ଅକ୍ଟାେବର ୧୨କୁ ବିଶ୍ଵ ଆର୍ଥ୍ରାଇଟିସ୍ ଦିବସ ଭାବେ ପାଳନ କରାଯାଏ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଏହି ରୋଗ ବିଷୟରେ ଜାଣିବା।