Skip to main content

ଗୋଇଠି ଯନ୍ତ୍ରଣା: ରୋକିବେ କିପରି? | Heel Pain in Odia | Diagnosis & Treatments | Dr M Jagatjit

Dr M Jagatjit28 January 20238:44143K views

About this video

ଅଧିକ ସମୟ ଛିଡ଼ା ହୋଇ ରହିଲେ ସାଧାରଣତଃ ଗୋଇଠି ଯନ୍ତ୍ରଣା ହୋଇଥାଏ। କିନ୍ତୁ ଏହା ବିଶ୍ରାମ ନେବା ଦ୍ୱାରା ଭଲ ହୋଇଯାଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ଗୋଇଠି ଯନ୍ତ୍ରଣା ଅଧିକ ଦିନ ଧରି ଲାଗିରହିଥାଏ, ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ। ତେବେ ଗୋଇଠି ଯନ୍ତ୍ରଣାର କାରଣ କ’ଣ? ଏହା କେମିତି ଭଲ ହେବ? ଆସନ୍ତୁ ବିଶିଷ୍ଟ ଆଣ୍ଠୁ ରୋଗ ବିଶେଷଜ୍ଞ ଡାକ୍ତର ଏମ୍‌ ଜଗତଜିତ୍‌ କ’ଣ କହୁଛନ୍ତି, ଜାଣିବା।