Skip to main content

ଗୋଇଠି ଏବଂ ପାଦ ଦରଜ ହେବାର କାରଣ କ’ଣ? | What causes Ankle Pain? in Odia | Dr Devasis Sarangi

Dr Devasis Sarangi22 July 20262:19707 views

About this video

ବର୍ତ୍ତମାନ ସମୟରେ ପ୍ରାୟ ସବୁ ବୟସର ବ୍ୟକ୍ତିଙ୍କଠାରେ ଗୋଇଠି ଏବଂ ପାଦ ଯନ୍ତ୍ରଣା ଦେଖିବାକୁ ମିଳୁଛି। ଏହା ବିଭିନ୍ନ କାରଣରୁ ହୋଇପାରେ। ଯଦି ଦୀର୍ଘ ଦିନ ଧରି ଗୋଇଠି ଏବଂ ପାଦରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା ଆରମ୍ଭ କରନ୍ତୁ। ଆସନ୍ତୁ, ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ଷଡଙ୍ଗୀଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। ଗୋଇଠି ଏବଂ ପାଦ ଦରଜ ହେବାର କାରଣ କ’ଣ? Ankle pain can make it difficult to walk, climb stairs, exercise, or even carry out everyday activities. What causes Ankle Pain? Let's learn more from Dr Devasis Sarangi, an Orthopaedic Surgeon. What causes Ankle Pain? in Odia