ସୁସ୍ଥ ତ୍ଵଚା ପାଇଁ କ’ଣ ଖାଇବେ? | Diet for Healthy Skin, in Odia | Yasmin Habib
About this video
ଆମ ଖାଇବା ଉପରେ ନିର୍ଭର କରେ ଆମ ସ୍ୱାସ୍ଥ୍ୟ। ଆମେ ଯାହା ଖାଇବା ତାହାର ପ୍ରଭାବ ଆମ ସ୍ଵାସ୍ଥ୍ୟ, ତ୍ୱଚା, କେଶ ଉପରେ ପଡ଼ିଥାଏ। ଆସନ୍ତୁ ଆଜି ଆମେ ଡାଏଟିସିଆନ୍ ଯସ୍ମିନ ହବିବଙ୍କଠାରୁ ଜାଣିବା ସୁସ୍ଥ ତ୍ୱଚା ପାଇଁ କ’ଣ ଖାଇବେ?