ଶିଶୁଙ୍କୁ ଜନ୍ମ ହେବା ପରଠାରୁ କେଉଁ କେଉଁ ଟିକା ଦେବା ଜରୁରୀ? | Vaccination for Children | Dr Kanhu Panda
About this video
ଶିଶୁଙ୍କୁ ଜନ୍ମରୁ ଆରମ୍ଭ କରି ବଡ଼ ହେବା ଯାଏଁ ଟିକା ଦେବା ଜରୁରୀ। କାରଣ ଟିକା ପିଲାମାନଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ। ତେଣୁ ଟିକାକରଣ ପ୍ରତ୍ୟେକ ଶିଶୁର ସାର୍ବଜନୀନ ଅଧିକାର। ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡାଙ୍କଠାରୁ ଏନେଇ ଅଧିକ ଜାଣିବା।