Skip to main content

ଉଚ୍ଚ ରକ୍ତଚାପକୁ କେମିତି ନିୟନ୍ତ୍ରଣ କରିବେ? |How to control High Blood Pressure?|Dr Binaya Bhusan Binakar

Dr Binaya Bhusan Binakar12 November 20262:321.3K views

About this video

ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ୍ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ବିଭିନ୍ନ ରୋଗର କାରଣ ସାଜିଥାଏ। ଉଚ୍ଚ ରକ୍ତଚାପ ହାର୍ଟ୍ ସମସ୍ୟାଠାରୁ ଆରମ୍ଭ କରି ଫୁସ୍‌ଫୁସ୍‌, କିଡ୍‌ନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କେମିତି କରିବେ? ଆସନ୍ତୁ, ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଏନେଇ ଅଧିକ ଜାଣିବା। ଉଚ୍ଚ ରକ୍ତଚାପକୁ କେମିତି ନିୟନ୍ତ୍ରଣ କରିବେ? High Blood Pressure, also known as Hypertension, is a health condition that affects the arteries or the vessels that carry blood from the heart to the rest of the body parts. High Blood Pressure can lead to serious health problems, such as Heart Disease, Stroke, and Kidney issues. How to Control Hypertension? Let’s learn more from Dr Binaya Bhusan Binakar, a Cardiologist. How to control High Blood Pressure? in Odia