ଭୋକ ହେଉନି କି? | Causes of Loss of Appetite in Odia | Dr Reshmarani Tripathy
About this video
ପ୍ରାୟ ଲୋକଙ୍କୁ ଅଧିକାଂଶ ସମୟରେ ଭୋକ ହୋଇ ନଥାଏ। ତେବେ ଭୋକ ନ ହେବାର ବିଭିନ୍ନ କାରଣ ଥାଏ। ଏହାର କାରଣ ଓ ଚିକିତ୍ସା ବିଷୟରେ ପାଥୋଲୋଜିଷ୍ଟ ଡାକ୍ତର ରେଶ୍ମାରାଣୀ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Often many people do not feel hungry properly at the time of eating and hence they are not able to build a healthy body. Let's know more on what is the reason for feeling less hungry and how do you cure loss of appetite from Dr Reshmarani Tripathi, a Pathologist.