କୋଭିଡ୍ ପଜିଟିଭ୍ ହେଲେ କ’ଣ କରିବେ? | What to do if You Test Positive for COVID? |Dr Niroj Kumar Mishra
About this video
ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା। ତେବେ କୋଭିଡ୍ ପଜିଟିଭ୍ ହେଲେ କ’ଣ କରିବେ? ଜଣେ କେତେବେଳେ ଟେଷ୍ଟ କରିବେ? ଏନେଇ କ’ଣ କହୁଛନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର, ଆସନ୍ତୁ ଜାଣିବା।