ଲିଭରରେ ଚର୍ବି ଜମାହେଲେ କେଉଁ ଲକ୍ଷଣ ଦେଖାଦିଏ? | Symptoms of Fatty Liver in Odia | Dr Swastik Acharya
About this video
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। କୌଣସି କାରଣରୁ ଯକୃତର କୋଷ ଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟା ବା ରୋଗକୁ ଫ୍ୟାଟି ଲିଭର ବୋଲି କୁହାଯାଏ। ଆସନ୍ତୁ ଏ ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ ଆଚାର୍ଯ୍ୟ କ’ଣ କହୁଛନ୍ତି, ଜାଣିବା। ଲିଭରରେ ଚର୍ବି ଜମାହେଲେ କେଉଁ ଲକ୍ଷଣ ଦେଖାଦିଏ? Fatty Liver, also known as Hepatic Steatosis, is characterized by the accumulation of excess fat in the liver cells. Excessive fat in the Liver can lead to inflammation and damage to the liver tissue. Fatty liver has emerged as one of the biggest causes of liver cirrhosis. What are the Symptoms of Fatty Liver? Let’s learn more from Dr Swastik Acharya, a Medicine Specialist. What are the Symptoms of Fatty Liver? In Odia