ମାଇଗ୍ରେନ୍ କାରଣରୁ ମୁଣ୍ଡବିନ୍ଧା: କାରଣ ଓ ଚିକିତ୍ସା |Migraine: How to Treat? in Odia| Dr Payod Kumar Jena
About this video
ମାଇଗ୍ରେନ୍ ବା ଅଧକପାଳୀ ଏକ ପ୍ରକାରର ସ୍ନାୟୁଗତ ସମସ୍ୟା, ଯାହା କି ମୁଣ୍ଡର ଗୋଟିଏ ପାଖରେ ପ୍ରବଳ ବିନ୍ଧା ସହିତ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥାଏ। କେତେକ ଲୋକଙ୍କୁ କଡ଼ା ବାସ୍ନା ସଂସ୍ପର୍ଶରେ ଆସିଲେ, ଖରାରେ ବୁଲିଲେ, କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଯୋଗୁଁ ମଧ୍ୟ ଏହି ଭଳି ମୁଣ୍ଡ ବିନ୍ଧା ହୋଇଥାଏ। ଆସନ୍ତୁ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପୟୋଦ କୁମାର ଜେନାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।