ମାଂସପେଶୀ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଫିଜିଓଥେରାପି | Dr. Sibani Sankar Tripathy on Physiotherapy in Odia

Dr Sibani Sankar Tripathy13 June 20209:379.4K views

About this video

ବର୍ତ୍ତମାନ ଲକଡାଉନରେ ଘରେ ରହିବା ଫଳରେ ଅନେକ ବ୍ୟକ୍ତିଙ୍କ ମାଂସପେଶୀ ତଥା ଆଣ୍ଠୁଗଣ୍ଠିରେ ବିନ୍ଧା ହେଉଥିବା ଦେଖାଯାଏ। ବାହାରେ ବୁଲାବୁଲି ନକରିବା ଫଳରେ ଶାରୀରିକ ପରିଶ୍ରମ କମ ହେବା କାରଣରୁ ଏମିତି ହୋଇଥାଏ। ତେବେ ଫିଜିଓଥେରାପି ଦ୍ୱାରା ଏହାର ନିରାକରଣ ହୋଇପାରିବ। ଏନେଇ ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।