ହାର୍ଟ ସମସ୍ୟାରେ ପେସ୍‌ମେକର କେତେବେଳେ ଜରୁରୀ? | What is Pacemaker? in Odia | Dr Milan Kumar Ghadei

Dr Milan Kumar Ghadei30 September 20259:40824 views

About this video

ହାର୍ଟ ଜନିତ ସମସ୍ୟା ଯେପରିକି ଆରିଥ୍‌ମିଆ, ଏହା ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍‌କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ କରେ ନାହିଁ ଓ ହୃଦସ୍ପନ୍ଦନ ଖୁବ୍ ଦ୍ରୁତ କିମ୍ବା ଖୁବ୍ ଧୀର ହୋଇଥାଏ। ଫଳରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ ବା ଚେତାଶୂନ୍ୟ ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ହୃଦ୍‌ସ୍ପନ୍ଦନକୁ ସଠିକ ଭାବେ ଚାଲିବା ପାଇଁ ପେସ୍‌ମେକର ଲଗାଯାଇଥାଏ। ଏହା କ’ଣ ଓ ଏହା କେମିତି କାମ କରିଥାଏ? ଆସନ୍ତୁ ଜାଣିବା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଘଢେଇଙ୍କଠାରୁ, ଏହି ଭିଡିଓରେ।