ଆସ୍ଥମାକୁ ରୋକିବେ କିପରି? | Can Asthma be Cured? in Odia | Dr Niroj Kumar Mishra
About this video
ଆସ୍ଥମା ରୋଗ, ସାଧାରଣ ଲୋକେ ଏହାକୁ ଆଜମା ବୋଲି କହିଥାଆନ୍ତି। ଆସ୍ଥମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ। ତେବେ ଆସ୍ଥମାକୁ ରୋକିବେ କିପରି? ଏନେଇ ମେଡିସିନ୍ ସ୍ପେଶିଆଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। Asthma is a lung disease. It can cause respiratory distress making it difficult for the patient to breathe. Who can get asthma? Is it curable? How do you prevent asthma attacks? Let's find out from Medicine specialist Dr Niroj Kumar Mishra.